ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନାଦର

ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନାଦର

 ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନାଦର । ମାତ୍ର  ୧୦ ଦିନରେ ଭିତରେ ୧୩ ହଜାର ଟଙ୍କା ବୃଦ୍ଧି ପାଇଛି ସୁନା ଦର ।  ଆଜି ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୧୦ ଗ୍ରାମ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇ ୧,୨୬,୬୦୦ ଟଙ୍କାରେ ପହଞ୍ôଚଛି ଥିବା ବେଳେ ୯୯.୯ ପ୍ରତିଶତ ଶୁଦ୍ଧ ସୁନା ୭୦୦ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦାମ କିଲୋ ପିଛା ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୫୭ ହଜାର ଟଙ୍କା ଛୁଇଁଛି ।