ପିପିଲି ଆତ୍ମହୁତି ଘଟଣାରେ ଆଖି ବୁଜିଲେ ପୀଡିତା

ପିପିଲି ଆତ୍ମହୁତି ଘଟଣାରେ ଆଖି ବୁଜିଲେ ପୀଡିତା

ପିପିଲି ଆତ୍ମହୁତି ଘଟଣାରେ ଆଖି ବୁଜିଲେ ପୀଡିତା । ୬ଦିନ ପରେ ଆଖି ବୁଜିଛନ୍ତି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଘଟିଛଇ ମୃତୁ୍ୟ । ୬ଦିନ ଧରି ଚିକିତ୍ସା ଚାଲିଥିଲା ବେଳେ ଏବେ ମୃତୁ୍ୟ ଘଟିଛି । ସୂଚନା ଅନୁସାରେ ଋଣଭାରରେ ଥାଇ ଜୀପନ ହାରିଛନ୍ତି ।