ବିଧାୟକଙ୍କ ଦ୍ୱାରା ନୂତନ ଭିତ୍ତିପ୍ରସ୍ତର

ନାଉଗାଁ  : ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଜଳ ସମ୍ପଦ ଓ ଜଳ ନିଷ୍କାସନ ବିଭାଗ ଦ୍ୱାରା ନାଉଗାଁ ପଞ୍ଚାୟତ ସ୍ଥିତ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ଆଡିବନ୍ଧରେ ସିତୁରା ଗାଁ ନିକଟରେ ନିର୍ମାଣ ହେବାକୁ ଥିବା ସ୍ରୋତ କବାଟ ନିମନ୍ତେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି  । ଏହି ଅବସରରେ ଉକ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିପ୍ଳବ କିଶୋର ସାହୁ, ନାଉଗାଁ ପଞ୍ଚାୟତ ସରପଞ୍ଚ ପ୍ରାଚୀ ସାଗରିକା ଜେନା, ସମିତି ସଭ୍ୟା ମାନସୀ ଲେଙ୍କା, ଅଶୋକ ମହାନ୍ତି, ପ୍ରଭୁଚରଣ ଦାସ, ଅଲେଖ ସାହୁ, ସନ୍ତୋଷ