ବିରୋଧୀ ବାଲାଏ ଦମ୍ଭରେ କହନ୍ତି
ବିରୋଧୀ ବାଲାଏ ଦମ୍ଭରେ କହନ୍ତି
ଆଉ ରକ୍ଷା ଜମା ନାହିଁ
ହେଲେ ବିରୋଧୀଙ୍କ ମେଳରେ ଏଇଲେ
ଶକତି, ତାକତ କାହିଁ...
କେ ମାରେ ପବନ ଝାଇଁ...
ଆଉ କିଏ କିଏ ଦିନରେ ସପନ
ଦେଖୁଥାନ୍ତି ଧାଇଁ ଧାଇଁ...
Join our subscribers list to get the latest news, updates and special offers directly in your inbox
ବିରୋଧୀ ବାଲାଏ ଦମ୍ଭରେ କହନ୍ତି
ଆଉ ରକ୍ଷା ଜମା ନାହିଁ
ହେଲେ ବିରୋଧୀଙ୍କ ମେଳରେ ଏଇଲେ
ଶକତି, ତାକତ କାହିଁ...
କେ ମାରେ ପବନ ଝାଇଁ...
ଆଉ କିଏ କିଏ ଦିନରେ ସପନ
ଦେଖୁଥାନ୍ତି ଧାଇଁ ଧାଇଁ...
Rasmita Behera Sep 3, 2025 5105
Rasmita Behera Dec 1, 2024 5226
Ramachandi Prasad Sep 23, 2024 6071
Samir Kumar Rout Jan 8, 2026 5990
Henamanjaree Swain Oct 27, 2025 5895
Ramachandi Prasad Sep 23, 2024 5272
Henamanjaree Swain Nov 27, 2025 5000
Total Vote: 17
ପୂର୍ବର ବିଜେଡ଼ି ସରକାର