ମୋଦୀଙ୍କ ପ୍ରକଳ୍ପ ବର୍ଷା

ମୋଦୀଙ୍କ ପ୍ରକଳ୍ପ ବର୍ଷା

ଝାରସୁଗୁଡ଼ା : ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରିଛନ୍ତି ପ୍ରକଳ୍ପ ବର୍ଷା । 6୦ ହଜାର କୋଟିର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି । ଏହି ଯୁବ ସମାବେଶରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ସାମିଲ ଥିଲେ ।

  •  ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ
  •  ବିଏସ୍‌ଏନଏଲ୍ ଦ୍ବାରା ସ୍ବଦେଶୀ 4G ନେଟୱର୍କ ସାମିଲ
  • ଓଡ଼ିଶା ପାଇଁ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି
  • ବ୍ରହ୍ମପୁର -ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌  ଶୁଭାରମ୍ଭ
  • ୫୦ ହଜାର ଅନ୍ତ୍ୟୋଦୟ କାର୍ଯ୍ୟାଦେଶ ବଣ୍ଟନ
  • ସମ୍ବଲପୁର-ସରଲା ମଧ୍ୟରେ ରେଲ୍ ଫ୍ଲାଇ ଓଭର
  • ବାଇଗୁଡା ରେଲଓ୍ବେ ଦେହରୀକରଣ ପାଇଁ ୪୮୧ କୋଟି
  • ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା, ୯୦ କୋଟି ବ୍ୟୟ