ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି : ୧୨ ପୋଲିସ ଆହତ

ରଣକ୍ଷେତ୍ର ପାଲଟିଲା  ଲୋୟର ପିଏମ୍‌ଜି : ୧୨ ପୋଲିସ ଆହତ

ଭୁବନେଶ୍ୱର:  ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଲା । କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ ହୋଇଛନ୍ତି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସିସିଟିଭି ଯାଞ୍ଚ ଚାଲିଛି ବୋଲି ଡିସିପି କହିଛନ୍ତି।