ଅନେକ ସ୍ୱର ଅନୁରଣିତ ହୁଏ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : କେତେକ ଏ ବିଷୟରେ କହନ୍ତି, କେବଳ ଅନ୍ୟକୁ ନିନ୍ଦା କରିବା ପାଇଁ । ଯେତେବେଳେ ଅନ୍ୟମାନେ କହିବାକୁ ଚେଷ୍ଟା କରନ୍ତି, ତାହାକୁ ଗୋଟିଏ ଜାତିର ଆତ୍ମା ବୋଲି ବୁଝାଯାଇଥାଏ । ମୋହନ ଭାଗବତ ଯିଏ ହେଉଛନ୍ତି ସର ସଂଘ ଚାଳକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯିଏକି ଅନ୍ୟପ୍ରକାରର ଲୋକ ହିସାବରେ ପରିଗଣିତ ହୁଅନ୍ତି, ଯିଏକି କୌଣସି ଅହଙ୍କାର ପୋଷଣ କରନ୍ତି ନାହିଁ ଏବଂ ଯେଉଁମାନେ ସେମାନଙ୍କର ଅତ୍ୟନ୍ତ ଅହଙ୍କାରର ପ୍ରତିଫଳନ କରନ୍ତି ଯାହା ସଂଗଠନକୁ ଗଢ଼ିଥାଏ । ସେ ଅନେକ ଦିନ ଧରି ଗୋଟିଏ ସଂସ୍ଥାକୁ ଗଠନ କରିଥାନ୍ତି ଯାହା ସଂସ୍ଥାକୁ ରକ୍ଷା କରିଥାଏ । ଯାହା ଚେରଯୁକ୍ତ ହୋଇଥାଏ ଏବଂ ଗୋଟିଏ ସମ୍ପୂର୍ଣ୍ଣ ଭଂଗହୀନ ବିଶ୍ୱାସ ଭାରତ ଇତିହାସ ଉପରେ ଓ ତା’ର ସାଂସ୍କୃତିକ ପ୍ରବାହକୁ ବିଶ୍ୱାସ କରିଥାଏ ସେମାନେ ଭାରତର ଇତିହାସକୁ, ସଂସ୍କୃତିକୁ ଏବଂ ତା’ର ଅବିଚ୍ଛିନ୍ନତା ଉପରେ ବିଶ୍ୱାସ କରିଥାନ୍ତି । ମୋହନ ଭାଗବତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନୂଆ ଦିଲ୍ଲୀର ବିଜ୍ଞାନ ଭବନଠାରେ ଗୋଟିଏ ସାଂକେତିକି ଓଜନ ଦେଇଥିଲେ । ସେ ମନେ ପକେଇ ଦେଇଥିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୧୯୨୫ରେ ପ୍ରତିଷ୍ଠିତ ହୋଇଥିଲା କେଶବ ବଳିରାମ ହେଡଗେଙ୍କ ଦ୍ୱାରା । ଏହା ଗୋଟିଏ ସାମାଜିକ ପରୀକ୍ଷା ହିସାବରେ ନୁହେଁ କିନ୍ତୁ ଗୋଟିଏ ସାଂସ୍କୃତିକ ଶକ୍ତିବଳରେ ରହିଛି ଯାହା ଇତିହାସରେ ଗୋଟିଏ ଅଂଶ ଭାବରେ ରହିଛି ।
ଭାଷା ଉପରେ ଯେତେବେଳେ ପ୍ରଶ୍ନ କରାଗଲା ଆର୍ଏସ୍ଏସର ମୁଖ୍ୟ ପ୍ରାୟ ୨୦୦ ବ୍ୟକ୍ତିଙ୍କର ସଭାକୁ ଏବଂ ତାଙ୍କର ପ୍ରଶ୍ନମାନଙ୍କର ଉତ୍ତର ଦେଇଥିଲେ । ହିନ୍ଦୁବାଦ ହେଉଛି ଗୋଟିଏ ଗୋପନ ବ୍ୟବସ୍ଥା ଜନସଂଖ୍ୟା, ଟେକ୍ନୋଲୋଜି ଓ ଜାତି ସଂରକ୍ଷଣ ଯାହା ସେ ସମର୍ଥନ କରିଥିଲେ । କିନ୍ତୁ ବିଭିନ୍ନ ଗୋଷ୍ଠୀମାନେ ନିଜେ ଅନୁଭବ କରୁଛନ୍ତି ଯେ, ତାହା ନ ହେଲେ ଏହା ଚଳିବ ନାହିଁ ଏବଂ କହିଥିଲେ ଯେ, ହିନ୍ଦୁ ହେଉଛି ସେହି ଯିଏ ଆମକୁ ଭାରତୀୟ ହିସାବରେ ପରିଚିତ କରୁଛି ଏବଂ ଯାହା ଆମକୁ ଭାରତୀୟ ସଂସ୍କୃତିରେ ପରିଚିତ କରାଉଛି । ଏଠାରେ ଗୋଟିଏ ପ୍ରଶ୍ନ ଆଦୌ ଚିରାଚରିତ ଅନୁସାରେ ପରିଚିତ ହେବ ନାହିଁ । ଅନୁପ୍ରବେଶକାରୀମାନଙ୍କୁ ମଧ୍ୟ ଦେଶରୁ ବହିଷ୍କାର କରାଯିବା ଉଚିତ । ସବୁ ଆଂଚଳିକ ଭାଷା ଗୁଡ଼ିକ ସେ କହିଲେ, ହେଉଛି ରାଷ୍ଟ୍ରୀୟ ଭାଷା । ଯେତେବେଳେ ସେ କହିଥିଲେ ଯେ, ଗୋଟିଏ ବିଦେଶୀ ଭାଷାକୁ ଗ୍ରହଣ କରାଯାଇନପାରେ । ସେ ଆର୍ଏସ୍ଏସ୍ର ଅଫିସକୁ ଏବଂ ଶାଖାମାନଙ୍କୁ ସମାଲୋଚନା କରିବାକୁ ଅନୁମତି ଦେଇଥିଲେ । ସେମାନଙ୍କୁ ଏହା କହି ଯେ, ଏହାକୁ ପ୍ରଥମ ଥରରେ ଦେଖିବାକୁ ହେବ। ବରଂ ବିଦ୍ୱେଷକୁ ଧରି ହେବ ନାହିଁ । ଗୋଟିଏ ପ୍ରସଂଗରେ ତୀକ୍ଷ୍ମ ଭାବରେ ସେ କହିଥିଲେ ଯେ, ଗୋଟିଏ ବାମପନ୍ଥୀ ପୃଷ୍ଠପୋଷିତ ଆର୍ଏସ୍ଏସ୍ ବିରୋଧୀ ବାତାବରଣ ସୃଷ୍ଟିହୋଇଛି ।
ଭାଗବତ ଏ କଥା ମଧ୍ୟ କହିଥିଲେ ଯେ, ଆମେ ଦୁଇ ଓ ଆମର ତିନ କଥା ଚଳିବ ନାହିଁ । ଯେହେତୁ ଗୋଟିଏ ଉଦାରପନ୍ଥୀ କିନ୍ତୁ ଶେଷକୁ ପୂରାପୁରି ଗୋଟିଏ ଧାରଣା ଦେଇପାରିବ ନାହିଁ । ଲୋକମାନଙ୍କୁ ଏହା ଦେବା ପାଇଁ ଏହି ବାର୍ତ୍ତା ଅତି ସ୍ପଷ୍ଟ ଥିଲା ଯେ, ସଂଘ ଗୋଟିଏ ରହସ୍ୟ ନୁହେଁ । ସେ କହିଥିଲେ ଯେ, ନିଜେ ଏହା ମଧ୍ୟକୁ ଆସ ଓ ଦେଖ ଓ ଏହାର ମୁଖ୍ୟ ବର୍ଣ୍ଣନାକୁ ଦେଖିଥାଅ । ମୋହନ ଭାଗବତ ସାଧାରଣ ଲୋକଙ୍କ କ୍ଷେତ୍ରରେ ପହଂଚିବାର ମୁଖ୍ୟ କଥା ହେଉଛି ଜଟିଳ । ଯେହେତୁ ଏହା ଗୋଟିଏ ରାଜନୈତିକ ଆକ୍ରମଣର ରୂପ ଦେଇଥାଏ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଯାହା ୨୦୧୮ରୁ ହୋଇଚାଲଛି । ବାରମ୍ବାର ଅଭିଯୋଗ କରିଥିଲେ ଯେ, ଭାରତ ଗୋଟିଏ ବହୁ ଗୁଣର ଓ ବହୁ ପ୍ରକାରର ଚରିତ୍ରକୁ ନେଇ ଗଢ଼ିଉିଠିଛି ଏବଂ ଅଭିଯୋଗ କରିଥିଲେ ଯେ,ଏହା ଦେଶ ଉପରେ ଗୋଟିଏ ଏକ ପ୍ରକାରର ହିନ୍ଦୁ ଆତ୍ମ ପରିଚୟକୁ ଯୋଗଇ ଦେଉଛି । ଯାହା ହିନ୍ଦୁ ଏବଂ ଆଶା କରାଯାଏ ଅନାବଶ୍ୟକ ପ୍ରଭାବ କରାଯାଉଛି ବିଜେପି ଉପରେ ।
ଯେତେବେଳେ ଆର୍ଏସ ଏସ୍ର ପୂର୍ବ ସମାଲୋଚନା କଂଗ୍ରେସର ନେତାମାନଙ୍କ ଦ୍ୱାରା କରାଯାଉଥିଲା । ଯେଉଁମାନଙ୍କ ମଧ୍ୟରେ ଜବାହର ଲାଲ୍ ନେହୁର ଓ ଇନ୍ଦିର ଗାନ୍ଧୀ ଥିଲେ ସେତେବେଳେ ରାହୁଲ ଗାନ୍ଧୀଙ୍କର ସବୁବେଳେ ଆକ୍ରମଣ ଯାହା ଆରଏସ୍ଏସ୍କୁ ଗୋଟିଏ ସକାରାତ୍ମକ ଲଢେ଼ଇ ଦୃଷ୍ଟିଭଂଗୀ ଆଣିଦେଇଥିଲା । ବିରୋଧୀମାନଙ୍କୁ ଏ ସମ୍ପର୍କରେ ଆହ୍ୱାନ କରାଯାଇଥିଲା । ବିରୋଧୀ ନେତାମାନେ କହିଥିଲେ ଏବଂ ସେମାନଙ୍କୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ସହିତ ମିଶେଇଥିଲେ । ସେମାନଙ୍କ ମଧ୍ୟରେ ମୁସଲମାନ, ଖ୍ରିଷ୍ଟିଆନ ଓ ବୌଦ୍ଧମାନେ ଥିଲେ । ଆର୍ ଏସ୍ଏସ୍ର ଲକ୍ଷ୍ୟ ହେଉଛି ଏହି ଅବଧାରଣା ସମ୍ପୂର୍ଣ୍ଣ ଭାବରେ ଭାଂଗିବା ଏବଂ ଏହା ଆକାର ଓ ଅବସ୍ଥାର ୧୦୦ ବର୍ଷ ସଂଘର ଯାତ୍ରା ଏବେ ଆୟୋଜନ କରାଯାଉଛି । ଯେଉଁଥିରେ ୨୦୦୦ ଅଂଶଗ୍ରହଣକାରୀ ଭାଗ ନେଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ୫୦ଟି ଦେଶର ବ୍ୟକ୍ତି ଅଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକା, ୟୁକେ, ଜର୍ମାନୀ, ଜାପାନ, ସାଉଦି ଆରବିଆ ଓ ୟୁଏଇ ଅଛନ୍ତି । ଯେଉଁମାନଙ୍କର ଉପସ୍ଥିତି ଦେଖାଉଛି ଯେ, ଆନ୍ତର୍ଜାତିକ ଆବଶ୍ୟକତା ଆର୍ଏସ୍ଏସ୍ର ଭୂମିକା ସମ୍ପର୍କରେ ରହୁଛି । ଭାରତର ଆଦର୍ଶବର୍ଗ ସମ୍ପର୍କକୁ ବୁଝାଇବା ପାଇଁ ଏବଂ ଭାରତର ଆଦର୍ଶଗତ ତରଙ୍ଗକୁ ଗୋଟିଏ ବିଶ୍ୱ ଶକ୍ତି ବଳରେ ଉପସ୍ଥାପିତ କରିବା ପାଇଁ । ବିଜେପିର ସହଯୋଗୀମାନେ ଉପସ୍ଥିତ ଥିଲେ । ସେଠାରେ କିନ୍ତୁ ରାହୁଲ ଗାନ୍ଧୀ ଉପସ୍ଥିତି ନଥିଲେ । ସେଠାରେ ଅଭିଯୋଗ କରିବା ପାଇଁ କେହି ନଥିଲେ । ଏହି ବ୍ୟବସ୍ଥା ଦେଖାଇ ଥିଲା ଯେ, ୧୭ଟି ଚରିତ୍ରଗତ ରୂପ ପ୍ରଦର୍ଶିତ କରାଯାଉଛି ଯେଉଁଥିରେ ଯୁବକ, ଶିଳ୍କ ଉଦ୍ୟୋଗୀରୁ ରାଷ୍ଟ୍ରୀୟ ସୁରକ୍ଷାର ଲୋକମାନେ ଉପସ୍ଥିତ ଥିଲେ । ଏଠାରେ ସାଂସ୍କୃତିକ ପରିଚୟ ଦିଆଯାଉଥିଲା ଯାହା ଆରଏସ୍ଏସ୍କୁ ଉପସ୍ଥାପିତ କରୁଥିଲା ଗୋଟିଏ ବିଶାଳ ସ୍ତରର ସଂସ୍ଥା ହିସାବରେ । ଏହା ଥିଲା ଗୋଟିଏ ମିଶୁଥିବା ଶକ୍ତି ଯାହା ତୃଣମୂଳ ସ୍ତରରେ ସମ୍ପର୍କକୁ ରଖୁଥିଲା । ଏହା ନିଶ୍ଚିତ କରୁଥିଲା ଯେ, ଏକତାର ବାର୍ତ୍ତା ଗ୍ରାମୀଣ ଓ ସହର ଭାରତକୁ ସମାନ ଭାବରେ ଦେଖିଥିଲା ।
ଦଶନ୍ଧି ଦଶନ୍ଧି ଧରି ଆର୍ଏସ୍ଏସ୍ ଗୋଟିଏ ନିଜ ଭିତରକୁ ଦେଖୁଥିବା କେଡର ଆନ୍ଦୋଳନ ହିସାବରେ ପରିଚିତ କରୁଥିଲା ଯାହା ଶାଖା ଓ ଶୃଙ୍ଖଳା ଉପରେ ନିର୍ଭର କରୁଥିଲା । ଏବେ ଏହା ଗୋଟିଏ ମଧ୍ୟସ୍ଥି ହିସାବରେ ବ୍ୟବହାର କରୁଛି ବିଶ୍ୱ ବଜାରରେ ଏହାର ଧାରଣାକୁ ନେଇ । ମୋହନ ଭାଗବତଙ୍କର ସଂଘକୁ ମିଶେଇ ରଖିବାର ମୁଖ୍ୟ ନୀତି ଦେଖାଉଛି ଯେ, ଗୋଟିଏ ପୁରୁଣା ଭାରତ ଆଦର୍ଶଗତ ଦୃଷ୍ଟିକୋଣରୁ ଯେ, ଏହି ସଂସ୍ଥା ନିଜକୁ ଅନ୍ୟଠାରୁ ଅଲଗା କରି ଦେଖୁନାହିଁ । କିନ୍ତୁ ଯାହା ହେଉ ଏହା ଅନ୍ୟ ଗୋଟିଏ ବଡ଼ ସ୍ଥିତି ସହିତ ସାଂଗରେ ରହିଛି । ଆର୍ଏସ୍ଏସ୍ ବସୁଧୈବ କୁଟୁମ୍ବକମ୍ ଚରିତ୍ରରୁ ନିଜକୁ ବଦଳାଇଛି ଏବଂ ଏହାର ହିନ୍ଦୁ ଚରିତ୍ର ଗୋଷ୍ଠୀବାଦୀ ନୁହେଁ କିନ୍ତୁ ଏହା ସମସ୍ତଙ୍କର ସେ ହିନ୍ଦୁବାଦକୁ ଗୋଟିଏ ସମସ୍ତଙ୍କୁ ଯୋଡ଼ୁଥିବା ଆଦର୍ଶରେ ମିଶେଇ ରଖିଛି ଏବଂ ଏହା ପରସ୍ପର ମଧ୍ୟରେ ସମ୍ପର୍କକୁ ବଢ଼ାଇଛି । ଇତିହାସ ଦେଖାଉଛି ଯେ, ବିଭିନ୍ନ ଅନୁଷ୍ଠାନ ମାନେ ବିଭିନ୍ନ ଚାପ ମଧ୍ୟରେ ଉପରକୁ ଉଠନ୍ତି। ଯେମିତି ଅଶୋକ କଳିଙ୍ଗ ଯୁଦ୍ଧ ପରେ ଉଠିଥିଲେ ତାହା ପରୋକ୍ଷ ଭାବରେ ରାଷ୍ଟ୍ରୀୟ କ୍ଷମତାକୁ ଗୋଟିଏ ନୈତିକ ସମ୍ପତ୍ତି ହିସାବରେ ବିଚାର କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏହାକୁ ଗୋଟିଏ ମିଳାମିଶା ସୃଷ୍ଟିକାରୀ ଶକ୍ତି ହିସାବରେ ଉପସ୍ଥାପିତ କରୁଛି । ଏହା ଗୋଟିଏ ଗୋଷ୍ଠୀକୁ କେବଳ ଏକଜୁଟ କରି ରଖିନାହିଁ । ଆର୍ଏସ୍ଏସ୍ର ପାଂଚ ପରିବର୍ତ୍ତନ ହେଉଛି ଗୋଟିଏ ବଡ଼ କଥା । ଏହି ପାଂଚ ପରିବର୍ତ୍ତନ ମଧ୍ୟରେ ଅଛି ସାମାଜିକ ସମନ୍ୱୟ, ପରିବାର ଜ୍ଞାନ ଉଦୟ, ପରିବେଶଗତ ଜାଗରୁକତା, ନିଜର କାର୍ଯ୍ୟକଳାପ ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ । ଏହା ଭାରତର ପୁରୁଣା ଲୋକଙ୍କର ଢାଂଚାରେ ଗଠିତ ଯାହାକୁ କୁହାଯାଏ ଧର୍ମ । ପାଶ୍ଚାତ, ରାଜନୈତିକ ପଦ୍ଧତି ଅନୁସାରେ ଅଲଗା ଧର୍ମୀୟ ରାଷ୍ଟ୍ର ଏଠାରେ ଗଢ଼ା ହୋଇନାହିଁ ଏବଂ ସମାଜ ମଧ୍ୟ ଆଦର୍ଶଗତ, ଦର୍ଶନଗତ ପରମ୍ପରାରେ ଗଠିତ ହୋଇଛି । ଏହା ହେଉଛି ଯେ, ନୈତିକତାପୂର୍ଣ୍ଣ ସାମାଜିକ ଓ ମହା ଜାଗତିକ ଧାରଣାର ଅଂଶ । ଯେଉଁଗୁଡ଼ିକ ପରସ୍ପର ସହିତ ଯୋଡ଼ାଯାଇଥିବା ପଦ୍ଧତି ଅଟନ୍ତି । ଭାଗବତ ଗୁରୁତ୍ୱ ଦେଇଥିଲେ ଯେ, ପରିବେଶଗତ ନେତୃତ୍ୱ ଗଠନ କରୁଛି ପରିବେଶ ପରିବର୍ତ୍ତନକୁ କେବଳ ଏହା ଗୋଟିଏ ବୈଷୟିକ ଜ୍ଞାନର ଆହ୍ୱାନ ନୁହେଁ । କିନ୍ତୁ ଏହା ଏକ ଧର୍ମଗତ ଉତ୍ତରଦାୟିତ୍ୱ ଅଟେ । ଯାହା ଚାଲିଛି ଯେଉଁଥିରେ ବୈଦିକ ପ୍ରତିରୋଧକ ମାନ ରହିଛି ଯାହା ପୌରୁଷ ଓ ପ୍ରକୃତି ମଧ୍ୟରେ ସମ୍ପର୍କ ରହିଛି । ଭାଗବତଙ୍କର ଏ ସମ୍ପର୍କରେ ପ୍ରତିରକ୍ଷାର ଅର୍ଥ ହେଉଛି ଭାରତର କୃଷକମାନଙ୍କୁ ଏପରି ଭାଷାରେ କହିବା ଯାହା ନୀତିଗତ ଭାଷା ନୁହେଁ । କିନ୍ତୁ ଏଗୁଡ଼ିକ ଗୋଟିଏ ସ୍ୱାଧୀନ ବିରୋଧ ଆତ୍ମରକ୍ଷା କରିବା ପାଇଁ । ଯାହା ବିରୋଧୀ ଅବସ୍ଥାକୁ ଆଣିଦେଇଛି ଯାହା ବାଣିଜ୍ୟର ଭାଷାକୁ ମଧ୍ୟ ଆଣିଛି । ଏହି ରାଷ୍ଟ୍ରୀୟ ଶବ୍ଦକୁ ଯାହା ବାଣିଜ୍ୟ ବିତର୍କରେ ଅଛି ସେହି ନିଜସ୍ୱ ଧାରାରେ ଯାହା ଅବସ୍ଥାନ କରେ ବାଣିଜ୍ୟ ବିତର୍କରେ ଏବଂ ସେହି ଧାରାରେ ଯାହା ସ୍ୱଦେଶୀ କରିଥାଏ । ଏ ସମ୍ପର୍କରେ ଗୋଟିଏ ଶ୍ରୁତି ଚିହ୍ନ ହେଲା ଯେ, ଅର୍ଥନୈତିକ ସହାୟତା ସବୁବେଳେ ଭାରତର ରାଷ୍ଟ୍ରବାଦ ପାଇଁ ଠିକ୍ ଭାବରେ ରହିଛି । କିନ୍ତୁ ଏହାର ସବୁ କିଛି ରାଷ୍ଟ୍ରବାଦ ସତ୍ତେ୍ୱ ଅର୍ଥନୈତିକ ସ୍ୱାୟତ୍ତତା ଦେଶର ସବୁଠାରୁ ବଡ଼ କଥା ଅଟେ । କିନ୍ତୁ ତଥାପି ମଧ୍ୟ ସବୁପ୍ରକାର ଆଦର୍ଶଗତ ଅପିଲ ସତ୍ତେ୍ୱ ଆର୍ଏସ୍ଏସ୍ ହେଉଛି ଆଦର୍ଶବାଦୀ ଢାଂଚା ଏହାର ଜାଗ୍ରତ ଓ ଧର୍ମନିରପେକ୍ଷ ଶତ୍ରୁମାନଙ୍କ ପାଇଁ ଏକ ଯାଂଚର ବିଷୟ ।
ସମାଲୋଚକମାନେ ଯେଉଁମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ଅଛନ୍ତି ସେମାନେ ଆର୍ଏସ୍ଏସ୍କୁ ଗୋଟିଏ କଠୋରପନ୍ଥୀ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନ ବୋଲି ଧରିଛନ୍ତି ଯାହା ସଂଖ୍ୟାଲଘୁମାନଙ୍କୁ ଅଲଗା କରି ରଖେ ଏବଂ ଗୋଟିଏ ସାଂସ୍କୃତିକ ଏକାତ୍ମବାଦ ବାର୍ତ୍ତା ସୃଷ୍ଟିକରେ । ମୋହନ ଭାଗବତଙ୍କର ଦେଶ ପାଇଁ ବାର୍ତ୍ତା ହେଉଛି ଯଦି ଆର୍ଏସ୍ଏସ୍ର ପ୍ରଥମ ଶତବାର୍ଷିକ ପାଳନ ହେଉଛି ଏହା ହେଉଛି ଏକଜୁଟ କରିବା ଓ ନିୟନ୍ତ୍ରଣ କରିବାର ଅଂଶ । ଚୀନରେ କନ୍ଫୁସିୟସବାଦ ଓ ରୁଷିଆରେ ପରମ୍ପରାବାଦ ଇସଲାମିକ ପୃଥିବୀରେ ସାରା ପୃଥିବୀର ‘ଉମା’ ବର୍ଣ୍ଣନା ଆର୍ଏସ୍ଏସ୍ ଗୋଟିଏ ହିନ୍ଦୁବାଦର ଅବସ୍ଥାକୁ ରଖୁଛି । ଯାହା ଏକ ଚରିତ୍ରଗତ ଦୁର୍ବଳ ଧାରଣା ନୁହେଁ । କିନ୍ତୁ ଯାହା ବିଶ୍ୱ ବର୍ଷର ଅଟେ । ଯାହା ସମସ୍ତଙ୍କୁ ସାଂଗରେ ନିଏ । ଶେଷକୁ ଗୋଟିଏ ଆଦର୍ଶଗତ ପ୍ରଶ୍ନ ହେଲା ଯେ, ଆର୍ଏସ୍ଏସ୍ ଏପରି ଅବସ୍ଥାକୁ ଆସୁଛି ଯାହା ହେଉଛି ସାଂସ୍କୃତିକ ପରିଚୟର ସ୍ତମ୍ଭ । ଇତିହାସ ଶିକ୍ଷା ଦିଏ ଯେ, ସଭ୍ୟତା ଏଗୁଡ଼ିକୁ ପରିବର୍ତ୍ତନ କରୁଛନ୍ତି ଯେଉଁଠି ସେମାନେ ପରସ୍ପର ବିରୋଧକୁ ସାଂଗରେ ରଖିପାରନ୍ତି ଏବଂ ଏହାକୁ ସେମାନେ ହରାଇପାରନ୍ତି ନାହିଁ ।
ଯଦି ଆର୍ଏସ୍ଏସ୍ ଏହାର ବିରୋଧୀମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରେ ଏବଂ ସଂଖ୍ୟାଲଘୁମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ କୁହେ ଏବଂ ଏହାର ନିଜ ଭିତରେ ଥିବା ବିରୋଧାତ୍ମକ ଶକ୍ତିକୁ ରୋକିପାରେ ଯାହାମଧ୍ୟରେ ଅଛି ଭାଷା ଓ ଜାତି ତେବେ ଏହା ନିଜକୁ ଗୋଟିଏ ବାସ୍ତବ ପରସ୍ପରକୁ ଯୋଡ଼ିପାରୁଥିବା ଶକ୍ତି ହିସାବରେ ସୃଷ୍ଟି କରିପାରେ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆର୍ଏସ୍ଏସ୍ର ଶତବାର୍ଷିକୀ ପ୍ରଚାର ଏକ ସାଂଗଠନିକ କାର୍ଯ୍ୟ ନୁହେଁ । ବରଂ ଏହା ହେଉଛି ଗୋଟିଏ ଧ୍ୟାନ କରୁଥିବା ପରୀକ୍ଷା ଏହା ପ୍ରଶ୍ନ କରୁଛି ଯେ, ହିନ୍ଦୁ ଶବ୍ଦଟି ଯାହା ଏକଦା ବୁଝଉଥିଲା ଯେ, ସିନ୍ଧୁ ନଦୀ କୂଳରେ ଥିବା ଲୋକମାନେ ପୁଣି ଥରେ ନିଜକୁ ସେହି ହିସାବରେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କ ପରି ବିରୋଧୀମାନେ ସେମାନଙ୍କୁ ଗୋଟିଏ ଆଲୋଚନା ପାଇଁ ଆଣିବେ ଯାହାକି ସେମାନଙ୍କୁ ଭାରତରେ ରକ୍ଷା କରିବେ । ଯେତେବେଳେ ମୋହନ ଭାଗବତ ଆର୍ଏସ୍ଏସ୍ ଅଫିସକୁ ଖୋଲିଲେ ଓ ଶାଖାଗୁଡ଼ିକ ଅନ୍ୟମାନେ କିପରି ଦେଖିବେ ସେକଥା ଦେଖିଲେ ବାର୍ତ୍ତାଗୁଡ଼ିକ ସ୍ୱଚ୍ଛତା ସମ୍ପର୍କରେ ଯାଇଥିଲା । ଆମେ କହୁଥିଲୁ ଆମେ ହେଉଛି ଭାରତ ଏବଂ ଆମର କିଛି ଲୁଚେଇବାର ନାହିଁ । ଏହା ଭିତରକୁ ଆସ ଓ ନିଜ ପାଇଁ ଦେଖ ବା ଏହି ଶତାବ୍ଦୀର ବର୍ଣ୍ଣନାକୁ ଦେଖ । ବସ୍ତରର ଗାଁ ଏବଂ ଛାତ୍ରମାନେ ଯେଉଁମାନେ ଆଲିଗଡ଼ରେ ଅଛନ୍ତି ଅବା ଚେନ୍ନାଇରେ ଥିବା ଛାତ୍ରମାନେ ଅନୁଭବ କରନ୍ତି ଯେ, ସେମାନଙ୍କ ମଧ୍ୟରେ ଏକତ୍ୱ ଅଛି କି ନାହିଁ । ଭାରତ ପାଇଁ ପ୍ରଶ୍ନ ହେଉଛି ବଡ଼ କଥା ଏହା ଦେଖେ ଯେ, ଆମେ ଏକଦା ବଜାୟ ରଖିପାରୁବୁ କି? ନିଜ ନିଜ ମଧ୍ୟରେ ପ୍ରାର୍ଥକ୍ୟକୁ ଅଲଗା ରଖି ।
e-mail:kharabelaswain(@gmail.com
ମୋ- ୯୪୩୭୦୨୦୨୯୦