ସଂକୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା

 ଆନନ୍ଦପୁର : ଆନନ୍ଦପୁର ସଂକୁଳର ସାମୂହିକ ଆଚାର୍ଯ୍ୟା କର୍ମଶାଳା ସଂକୁଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରଧାନଆଚାର୍ଯ୍ୟା ହରେକୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକର ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଉମାକାନ୍ତ ନାୟକ, ସଂକୁଳ ପ୍ରମୁଖ ନିରାକାର ସାହୁ, ସଭାପତି ଉଷାରାଣୀ ଜେନା, ସଭାପତି ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଉପସଭାପତି ଜଗନ୍ନାଥ ସିଂ, କୋଷାଧ୍ୟକ୍ଷ ଦିଲ୍ଲୀପ ପାତ୍ର, ବିଭାଗୀୟ ନିରୀକ୍ଷକ ଲମ୍ବୋଧର ମହାନ୍ତି ଯୋଗଦେଇ ସେମାନଙ୍କର ମତ ଉପସ୍ଥାପନା କରିଥିଲେ । ସମ୍ପାଦକ ଗୋବନ୍ଦ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମରେ ଆନନ୍ଦପୁର ସଂକୁଳ ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ଗୁରୁଜୀ-ଗୁରୁମା ଉପସ୍ଥିତଥିଲେ ।