ସାଂସଦ ରୁଦ୍ରପାଣିଙ୍କ ପୁରୁଣା କୋର୍ଟ ଗସ୍ତ

ଅନୁଗୋଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନଗୁଳ ବିଧାନସଭା ଅନ୍ତର୍ଗତ ପୁରୁଣା କୋଟ ଠାରେ ପଂହଁଞ୍ଚି ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ତଥା ତୃଣ ମୂଳ ସ୍ତରର ଦୃଢ଼ ସଂଘଠକ ସ୍ୱର୍ଗତ ନିରାକାର ଖିଲାରଙ୍କର  ଅକାଳ ବିୟୋଗ ହୋଇଥିଲା  । ଆଜି ସାଂସଦ ରୁଦ୍ର ପାଣି ତାଙ୍କ ବାସଭବନଙ୍କୁ  ଯାଇ ତାଙ୍କ ପନôୀ, ପୁତ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଇଲଥିଲେ ଏହି ସମୟରେ ସାଂସଦଙ୍କ ସାଙ୍ଗରେ ଶ୍ରଦ୍ଧାପୂର ପଂଚାୟତର ସମିତି ସଭ୍ୟ ରାଧାକାନ୍ତ ପଲେଇ, ମହିଳା ମୋର୍ଚ୍ଚା ମଣ୍ଡଳ ପ୍ରତିନିଧି ଝନୁଳତା ସାହୁ, ଅନନ୍ତ ବାସୁଦେବ ମହାନ୍ତି, ବିଦ୍ୟାଧର ଚିନାରା, ସରଜ ଜେନା ପ୍ରମୁଖ ସାମିଲ ଥିଲେ ସାଂସଦଙ୍କ ପ୍ରତ୍ୟାବ୍ରତନ ସମୟରେ ପାମ୍ପସର ୱାଇଡଲାଇଫ ଚେକ ପୋଷ୍ଟରେ ପହଁଞ୍ଚି କାର୍ଯ୍ୟଳରେ ସ୍ଥିତି ପରଖି ଜାଣିଲେ ବନ ବିଭାଗର ସମସ୍ତ ବନଖଣ୍ଡ ଅଧିକାରୀ ପଦବୀ ପୂରଣ ହୋଇନାହିଁ ଏହାପରେ ସାଂସଦ ସ୍ଥାନୀୟ କାର୍ଯ୍ୟକର୍ତା ଓ ସ୍ଥାନୀୟ ଲୋକଙ୍କ ବହୁଦିନର ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ଦାବିଙ୍କୁ ସାନ୍ନାନ ଜଣାଇ ଜଙ୍ଗଲ ବିଭାଗ ସଚିବଙ୍କ ଆଲୋଚନା କରି ତୁରନ୍ତ ଖାଲି ଥିବା ପଦବୀ ପାଇଁ ପ୍ରସୂତି ଦେଲେ ବନଖଣ୍ଡର ଅଧକାରୀ ମାନଙ୍କୁ କିପରି ବନ୍ୟ ଜନ୍ତୁରେ ମୃତ ଆହତ ନ୍ୟାୟର୍ତ୍ରଣ କରି ଯନôବାନ ହେବାପାଇଁ ନିଦେ୍ର୍ଧଶ ଦେଇଥିଲେ  ।