୧୧ଜିଲ୍ଲାରେ ଓଏସ୍‌ ଅଫିସରଙ୍କ ସମୂହ ଛୁଟି

ବିଏମସି ଅଫିସରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ଗଲେ ୧୧ ଜିଲ୍ଲାର ଓଏସ୍‌, ଓଆରଏସ୍‌ ଅଫିସର୍‌ ।  କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡା, ଦେବଗଡ, ନୂଆପଡା ,ସୁବର୍ଣ୍ଣପୁର, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାରେ ସମୂହ ଛୁଟିରେ ଗଲେ ।  ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ  ଛୁଟିରେ ରହିବେ ।