ଅପରାଧୀଙ୍କୁ ତଡ଼ିପାର

ଅପରାଧୀଙ୍କୁ ତଡ଼ିପାର

କଟକ: ଜଘନ୍ୟ ଅପରାଧରେ ସାମିଲ ଥିବା କଟକର ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଉସମାନ କ୍ରିମିନାଲ ବାବା ଖାଁର ପୁତୁରା । ଉସମାନ ନାମରେ ୧୪ ରୁ ଅଧିକ ଅପରାଧିକ ମାମଲା ରହିଛି । ହେଲେ ସେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି । କଟକ ସହରକୁ ଅପରାଧ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ କମିଶନରେଟ ପୋଲିସ ଏଭଳି ଆକ୍ସନ ନେଇଛି ।