ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣେ ଦଲାଲକୁ ଗିରଫ କରିଛି ସିବିଆଇ। ଆଜି ବିହାରରୁ ଅମିତ ଭାରତୀକୁ ଗିରଫ କରାଯାଇଛି । ଗିରଫ ପରେ ଅମିତ ଭାରତୀଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ ସିବିଆଇ । ଏହା ପୂର୍ବରୁ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ ।
Samir Kumar Rout