ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ପାଣିକୋଇଲି : ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ୧୯୯୫ ବ୍ୟାଚର ବନ୍ଧୁ ମିଳନ ହୋଇଯାଇଛି । ନିକଟସ୍ଥ ଠାକୁରେଶ୍ୱର ମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଦିର୍ଘ ୩ ଦଶନ୍ଧି ପରେ ବନ୍ଧୁ ମିଳନ ଉତ୍ସବରେ ୫୦ ଜଣରୁ ଉର୍ଦ୍ଦ ସହଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଭାଗନେଇଥିବା ସାଙ୍ଗମାନଙ୍କ ମଧ୍ୟରେ ପ୍ରଶାନ୍ତ ପଥାଳ, ରାଜେଶ ପଥାଳ, ସଜୟ ନାଥ, ଅକ୍ଷୟ ନାୟକ, ଜ୍ୟୋତି ରଞ୍ଜନ ପୃଷ୍ଟି, ଶୁକଦେବ ସାହୁ, ପବିତ୍ର ସାହୁ, ସୁରେନ୍ଦ୍ର ବେହେରା, ମଣିଆ ମଳିକ ରମେଶ ମଳିକ, ସନ୍ତୋଷ ସେଠି, ଆଶିଷ ସାହୁ, ଉଦୟ ପୃଷ୍ଟି, ପର୍ଶୁରାମ ସାହୁ, ଅନାଦି ବାରିକ, ରତିକାନ୍ତ ସେଠୀ, ଦିଲ୍ଲୀପ ସାହୁ, ରଂଜନ ସାହୁ, ଗଣିଆ ମାଝୀ, ଜିତେନ୍ଦ୍ର ଗୁରୁ, ମମତା ଗୁରୁ,ପ୍ରଶାନ୍ତି ସାହୁ, ସ୍ୱର୍ଣ୍ଣଲତା ପରମାଣିକ, ଅରୁନେ୍ଧାତି ସାହୁ, ଗାୟତ୍ରୀ ନାୟକ, କନକଲତା ସାହୁ, ସଜୁକ୍ତା ସାହୁ, ଅନ୍ନପୂର୍ଣ୍ଣା ସାହୁ, ପାର୍ବତି ବେହେରା, ସୁଷମା ପରମାଣିକ, ଲୋପାମୁଦ୍ରା ସାହୁ, ସନ୍ଧ୍ୟାରାଣି ଦାସ, ଉଷାରାଣି ସାହୁ, ସତ୍ୟଭମା ସାହୁ, ସବିତା ସାହୁ, କବିତା ମହଲା, ବବିତା ସାହୁ, ସରସ୍ୱତୀ ବେହେରା ଉପସ୍ଥିତ ଥିଲେ ।