ମା’ ବାସନ୍ତିଦୁର୍ଗା ଉସôବ ଉଦ୍ୟାପିତ
ଭଣ୍ଡାରିପୋଖରୀ : ଏହି ବ୍ଲକର ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁରରେ ଅନୁଷ୍ଠିତ ମା’ବାସନ୍ତି ଦୂର୍ଗା ସାଂସ୍କୃତିକ ଉସôବ ମଙ୍ଗଳବାର ରାତ୍ରରେ ଉଦଯାପିତ ହୋଇଯାଇଛି । ମା’ ବାସନ୍ତି ଦୂର୍ଗା ସାଂସ୍କୃତିକ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଉସôôବରେ ଖୋଲାମଞ୍ଚ ନାଟକ ମଞ୍ଚସ୍ଥ ହୋଇଥିଲା ।
ସୋମବାର ଅନୁଷ୍ଠିତ ଉଦଘାଟନୀ ଉସôବରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ ମୁଖ୍ୟଅତିଥି, କିଟି ସଭାପତି ବିଭୂତି ଭୂଷଣ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ପ୍ରସାଦ ଘଡାଇ, କମିଟି ସଭାପତି ହରେକୃଷ୍ଣ ନାୟକ, ସମ୍ପାଦକ କୃପାସିନ୍ଧୁ ପୃଷ୍ଟି, ବାସନ୍ତି ଦୂର୍ଗାପୂଜା କମିଟି ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ଜୟପ୍ରକାଶ ଘଡାଇ, ପ୍ରସାଦ କମିଟି ସଭାପତି ଧନେଶ୍ୱର ସେଠୀ, ସମାଜସେବୀ ଶ୍ରୀଧର ସ୍ୱାଇଁ, ଗଗନ ବିହାରୀ ସେଠୀ, ନାଟ୍ୟ ନିଦେ୍ର୍ଦଶକ ଶୁଭମ୍ ସାର, ଉପଦେଷ୍ଟା ସୀତାକାନ୍ତ ମିଶ୍ର ଓ କଳାକାର ଅମୀୟ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ମହୋସôବର ଉପଯୋଗୀତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । କଳାକାର ସଞ୍ଜୟ ତିଆଡି, ମାନସ ତ୍ରିପାଠୀ, ଶଶିକାନ୍ତ ମିଶ୍ର, ସଞ୍ଜୟ ମିଶ୍ର, ଅମରେଶ ମହାନ୍ତି, ବିନୟ ମହାନ୍ତି, ଅଜୟ ଦେବତା, ବଂଶୀଧର ସେଠୀ, ନନ୍ଦକିଶୋର ସାହୁ, ହେମନ୍ତ ବେହେରା, ରଶ୍ମିରଞ୍ଜନ ମହାନ୍ତି ପ୍ରମୁଖଙ୍କ ଦ୍ୱାରା ସୋମବାର ‘ଅଦିନ ରାତିର କଥା’ ଓ ମଙ୍ଗଳବାର ‘କଳଙ୍କ ମୋ ପାଇଁ ଚନ୍ଦନ ଟୋପା’ ମଞ୍ଚସ୍ଥ ହୋଇଥିଲା । ସଙ୍ଗୀତକାର ଲକ୍ଷ୍ମୀଧର ସାର ଓ ରୀନା ଅପା ସଙ୍ଗୀତ ପରିଚାଳନା କରିଥିଲେ । କମିଟି ପକ୍ଷରୁ ରମାକାନ୍ତ ସାହୁ, ବିଜୟ କୁମାର ସାହୁ, କାହ୍ନୁଚରଣ ସେଠୀ, ରତ୍ନାକର ବାରିକ, କାର୍ତ୍ତିକ ସେଠୀ ପ୍ରମୁଖ ଉସôବ ପରିଚାଳନା କରିଥିଲେ ।