ରାଷ୍ଟ୍ରୀୟ ଲୋକ ଅଦାଲତ ଦିବସ
ବଲାଙ୍ଗିର : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ତାଲୁକ୍ ଆଇନ ବଙ୍ଗଳା ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଦିବସ ଅବସରରେ ଉକôଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗିର ଶାଖା, ବିଲେଇସର୍ଡା ଶାଖା, ଛତାମଖନା ଶାଖା, ଚନ୍ଦନଭାଟି ଶାଖା, ଚୁଡାପାଲି ଶାଖା, ଶିବତଲା ଶାଖା, ମହିମୁଣ୍ଡା ଶାଖା, ମହଲେଇ ଶାଖା, ଦେଓଗାଁ ଶାଖା ଏବଂ ଯାମୁଟ ଶାଖା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉକôଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ଋଣ ବିଭାଗର ମୁଖ୍ୟ ରମେଶ ମହାକୁର, ଅନାଦେୟ ଋଣ ବିଭାଗର ମୁଖ୍ୟ ଶୀତିକଣ୍ଠ ମିଶ୍ର, ଆଞ୍ଚଳିକ ଋଣ ମୁଖ୍ୟ ସୃତିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।