ରୋଟାରୀ କ୍ଲବ୍ର ଚାର୍ଟର ଦିବସ ପାଳିତ

 ଭୁବନେଶ୍ୱର: ଭୁବନେଶ୍ୱର ରୋଟାରୀ କ୍ଲବ୍ ଗାଲେକ୍ସିରେ ଏହାର ୪ର୍ଥ ଚାର୍ଟର ଦିବସ ପାଳନ କରାଯାଇଛି । ଗତ ୧୫ ତାରିଖରେ  ପାଳନ ହୋଇଥିବା ଏହି ଦିବସ ଅବସରରେ ରୋଟାରିଆନ ତଥା କ୍ଲବ୍୍ର ଚାର୍ଟର ସଭାପତି ଏମ୍ କେ ବେହରା, ରୋଟାରିଆନ୍ ଆର୍ ଆର୍ ନନ୍ଦ, ରୋଟାରିଆନ ଏସ୍ ମିଶ୍ର, ରୋଟାରିଆନ୍ ଚିନ୍ମୟ ଦାସ, ରୋଟାରିଆନ୍ ଏକେ ଜେନା, ରୋଟାରିଆନ୍ ପ୍ରେମଜିତ ନାୟକ ଏବଂ କ୍ଲବ୍ର ଅନ୍ୟ ସଦସ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।