୧୯୯୩ ବ୍ୟାଚର ଛାତ୍ର ସମ୍ମିଳନୀ
ବାଙ୍କୀ: ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ୧୯୯୩ ମସିହା ମାଟି୍ରକ୍ ବ୍ୟାଚର ଛାତ୍ର ସମ୍ମିଳନୀ ମା’ବ୍ରହ୍ମେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିଥିବାବେଳେ ଅଜିତ୍ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । ସରୋଜ ମହାପାତ୍ର, ନାରାୟଣ ବେହେରା, ରାଜେଶ ପ୍ରଧାନ, ସୁବାସ ବେହେରା, ଅଶୋକ ତ୍ରିପାଠୀ, ଦୀପକ ମହାପାତ୍ର, ନିଶାନ୍ତପି୍ରୟବନ୍ତ ଦାସ, ନିରଞ୍ଜନ ପଣ୍ଡା, ରୋହିତ ବେହେରା ପ୍ରମୁଖ ଯୋଗଦାନ କରି ନିଜ ନିଜ ଭିତରେ ଭାଇ·ରା ସଂପର୍କ ବୃଦ୍ଧି ନିମନ୍ତେ ଆଲୋଚନା କରିଥିଲେ ।