ନିଶା ବେପାରୀ ଗିରଫ

 ଜଟଣୀ : ଥାନାଧିକାରୀଙ୍କ ନିଦେ୍ର୍ଦଶ ଅନୁସାରେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ଅହଲ୍ୟା ବେହେରା ପେଟ୍ରୋଲିଂ କରୁଥିବା ସମୟରେ ନିରଞ୍ଜନପୁର ଦକ୍ଷିଣକାଳୀ ମନ୍ଦିର ଅଞ୍ଚଳରେ ଚୋରାରେ ମଦ ବିକ୍ରୀ ହେଉଥିବା ଖବର ପାଇ ଅଚାନକ ସେଠାରେ ଚଢ଼ାଉ କରି ସନାତନ ସୁନ୍ଦରାୟ ନାମକ ଜଣେ ନିଶା ବେପାରିଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ମୋଟ ୧୫ ଲିଟର ଆସ୍କା ଫର୍ଟି ମଦ ଜବତ କରାଯାଇଥିଲା ।