ଏନଡ଼ିଏ ୩୦୦ରୁ ତଳେ

ElectionResult

ଏନଡ଼ିଏ ୩୦୦ରୁ ତଳେ

ଭୁବନେଶ୍ୱର : ଏକଜିଟ ପୋଲ ଗୋଟେ ଆଡେ଼, ଏକଜାଟ ପୋଲ ଆଉ ଗୋଟେ ଆଡେ଼  । ବିଜେପି ନେତୃତାଧୀନ ଏନଡ଼ିଏ ଏବେ ୩୦୦ ତଳେ ରହିଥିବାବେଳେ ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି  । ଏଯାବତ ୫୪୩ ଆସନ ମଧ୍ୟରୁ ଏନଡ଼ିଏ ୨୭୯ ଆସନରେ ଆଗୁଆ ରହିଥିବାବେଳେ ଇଣ୍ଡି ମେଣ୍ଟ ୨୦୪ ଆସନରେ ଆଗୁଆ ରହିଛି  । ଯେତେବେଳେକି ଅନ୍ୟମାନେ ୬୦ରେ ଆଗରେ ରହିଛନ୍ତି  । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି  ।