୧୪୭ରେ କିଏ ହେବେ ବିଧାୟକ : କ’ଣ କହୁଛି ସର୍ଭେ ?

ExitPoll Odisha

୧୪୭ରେ କିଏ ହେବେ ବିଧାୟକ : କ’ଣ କହୁଛି ସର୍ଭେ ?

ଭୁବନେଶ୍ୱର : ଜୁନ୍‌ ୪ରେ ଆସିବ ନିର୍ବାଚନ ଫଳ  । କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଫଳାଫଳ କ’ଣ ହେବ ସେନେଇ ଚର୍ଚ୍ଚା ଜୋରଧରିଛି  । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏନେଇ ଆକଳନ ମଧ୍ୟ କରାଯାଇଛି  । ପ୍ରଗତିବାଦୀ ଏନେଇ ୧୪୭ ବିଧାନସଭାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି  । 

ମାଲକାନାଗିରି : ନରସିଂହ ମାଡ଼କାମୀ - ବିଜେପି
ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟା ନାୟକ - ବିଜେଡ଼ି
ନବରଙ୍ଗପୁର : ଗୌରୀଶଙ୍କର ମାଝୀ - ବିଜେପି
ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ - ବିଜେପି
ଡାବୁଗାଁ : ମନୋହର ରାନ୍ଧାରୀ- ବିଜେଡ଼ି
ଝରିଗାଁ : ରମେଶ ଚନ୍ଦ୍ର ମାଝୀ- ବିଜେଡ଼ି
କୋଟପାଡ଼ : ଅନାମ ଦିଆନ-କଂଗ୍ରେସ
ଲକ୍ଷ୍ମୀପୁର : ପବିତ୍ର ସାଉଁଟା-କଂଗ୍ରେସ
କୋରାପୁଟ : ରଘୁରାମ ପଡ଼ାଲ-ବିଜେଡ଼ି
ପଟାଙ୍ଗୀ : ଚୈତନ୍ୟ ନାଣ୍ଡିବାଲି - ବିଜେପି
ନୂଆପଡ଼ା : ଘାସିରାମ ମାଝୀ-ସ୍ୱାଧୀନ
ଖରିଆର : ହିତେଶ ବଗର୍ତ୍ତି - ବିଜେପି
ଭବାନୀପାଟଣା : ସାଗର ଦାସ-କଂଗ୍ରେସ
ଧର୍ମଗଡ଼ : ପୁଷ୍ପେନ୍ଦ୍ର ସିଂହଦେଓ-ବିଜେଡ଼ି
ଜୁନାଗଡ଼ : ମନୋଜ ମେହେର-ବିଜେପି
ଲାଞ୍ଜିଗଡ଼ : ପ୍ରଦୀପ ଦିଶାରୀ-ବିଜେଡ଼ି
ନର୍ଲା : ଭକ୍ତ ଦାସ-କଂଗ୍ରେସ
ରାୟଗଡ଼ା : ଅନୁସୂୟା ମାଝୀ-ବିଜେଡ଼ି
ଗୁଣୁପୁର : ରଘୁନାଥ ଗମାଙ୍ଗ-ବିଜେଡ଼ି
ବିଷମକଟକ : ଜଗନ୍ନାଥ ସାରକା-ବିଜେଡ଼ି
ବଲାଙ୍ଗୀର : କଳିକେଶ ସିଂହଦେଓ-ବିଜେଡ଼ି
ଟିଟିଲାଗଡ଼ : ଟୁକୁନି ସାହୁ-ବିଜେଡ଼ି
କଣ୍ଟାବାଞ୍ଜି : ନବୀନ ପଟ୍ଟନାୟକ-ବିଜେଡ଼ି
ଲୋଇସିଂହା : ମୁକେଶ ମହାଲିଙ୍ଗ-ବିଜେପି
ପାଟଣାଗଡ଼ : କେଭି ସିଂହଦେଓ-ବିଜେପି
ଝାରସୁଗୁଡ଼ା : ଟଙ୍କଧର ତ୍ରିପାଠୀ-ବିଜେପି
ବ୍ରଜରାଜନଗର : ଅଳକା ମହାନ୍ତି-ବିଜେଡ଼ି
ଦେବଗଡ଼ : ରୋମାଞ୍ଚ ରଞ୍ଜନ ବିଶ୍ୱାଳ-ବିଜେଡ଼ି
ସମ୍ବଲପୁର : ରୋହିତ ପୂଜାରୀ-ବିଜେଡ଼ି
କୁଚିଣ୍ଡା : ରବି ନାରାୟଣ ନାୟକ-ବିଜେପି
ରେଙ୍ଗାଲି : ନାଉରୀ ନାୟକ-ବିଜେପି
ରେଢାଖୋଲ : ପ୍ରସନ୍ନ ଆଚାର୍ଯ୍ୟ-ବିଜେଡ଼ି
ଆଠମଲ୍ଲିକ : ସଞ୍ଜୀବ ସାହୁ- ବିଜେପି
ଛେଣ୍ଡିପଦା : ଅଗସ୍ତି ବେହେରା-ବିଜେପି
ସୋନପୁର: ନିରଞ୍ଜନ ପୂଜାରୀ-ବିଜେଡ଼ି
ବୀରମହାରାଜପୁର: ରଘୁନାଇ ଜଗଦଲା - ବିଜେପି
ବୌଦ୍ଧ : ପ୍ରଦୀପ ଅମାତ-ବିଜେଡ଼ି
କଣ୍ଟାମାଳ: ମହୀଧର ରଣା-ବିଜେଡ଼ି
ସୁନ୍ଦରଗଡ : ଯୋଗେଶ ସିଂ-ବିଜେଡ଼ି
ତଳସରା: ଭବାନୀ ଭୋଇ-ବିଜେପି
ବଣେଇ: ଲକ୍ଷ୍ମଣ ମୁଣ୍ଡା-ସିପିଏମ
ରାଜଗାଙ୍ଗପୁର: ସି.ଏସ୍‌. ରାଜନ ଏକ୍କା-କଂଗ୍ରେସ
ବରୀମିତ୍ରପୁର: ଜର୍ଜ ଯୋଶେଫ ତିର୍କି-ବିଜେଡ଼ି
ରାଉରକେଲା: ଦିଲ୍ଲୀପ ରାୟ-ବିଜେପି
ରଘୁନାଥପାଲି: ଅର୍ଚ୍ଚନା ବେହେରା-ବିଜେଡ଼ି
ବରଗଡ: ଦେବେଶ ଆଚାର୍ଯ୍ୟ - ବିଜେଡ଼ି
ପଦ୍ମପୁର: ବର୍ଷା ସିଂ ବରିହା-ବିଜେଡ଼ି
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ-ବିଜେଡ଼ି
ଭଟଲୀ: ସୁଶାନ୍ତ ସିଂ-ବିଜେଡ଼ି
ବିଜେପୁର: ରୀତା ସାହୁ-ବିଜେଡ଼ି
ବାଲିଗୁଡା: ଉପେନ୍ଦ୍ର ପ୍ରଧାନ-କଂଗ୍ରେସ
ଜି:ଉଦୟଗିରି: ସାଲୁଗା ପ୍ରଧାନ-ବିଜେଡ଼ି
ଫୁଲବାଣୀ: ଜୟଶ୍ରୀ କହଁର-ବିଜେଡ଼ି
ଭଞ୍ଜନଗର: ବିକ୍ରମ ଆରୁଖ-ବିଜେଡ଼ି
ପୋଲସରା: ଗୋକୁଳାନନ୍ଦ ମଲ୍ଲିକ-ବିଜେପି
କବିସୂର୍ଯ୍ୟନଗର : ପ୍ରତାପ ନାୟକ-ବିଜେପି
ଖଲ୍ଲିକୋଟ : ପୂର୍ଣ୍ଣଚନ୍ଦ୍ର ସେଠୀ-ବିଜେପି
ଆସିକା: ମଞ୍ଜୁଳା ସ୍ୱାଇଁ-ବିଜେଡ଼ି
ସୋରଡା: ସଂଘମିତ୍ରା ସ୍ୱାଇଁ-ବିଜେଡ଼ି
ସାନଖେମୁଣ୍ଡି : ରମେଶ ଜେନା-କଂଗ୍ରେସ
ହିଞ୍ଜିଳି : ନବୀନ ପଟ୍ଟନାୟକ-ବିଜେଡ଼ି
ଛତ୍ରପୁର: ସୁବାସ ବେହେରା-ବିଜେଡ଼ି
ଗୋପାଳପୁର : ବିକ୍ରମ ପଣ୍ଡା-ବିଜେଡ଼ି
ବ୍ରହ୍ମପୁର : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ-ବିଜେଡ଼ି
ଦିଗପହଣ୍ଡି : ସିଦ୍ଧାନ୍ତ ମହାପାତ୍ର-ବିଜେପି
ଚିକିଟି : ମନୋରଞ୍ଜନ ଦ୍ୟାନସାମନ୍ତରାୟ-ବିଜେପି
ମୋହନା : ଦାଶରଥୀ ଗମାଙ୍ଗ-କଂଗ୍ରେସ
ପାରଳାଖେମୁଣ୍ଡି : କେ. ନାରାୟଣ ରାଓ-ବିଜେପି
ଦଶପଲ୍ଲା: ରମେଶ ବେହେରା-ବିଜେଡ଼ି
ରଣପୁର: ସତ୍ୟନାରାୟଣ ପ୍ରଧାନ-ବିଜେଡ଼ି
ନୟାଗଡ: ଅରୁଣ ସାହୁ - ବିଜେଡ଼ି
ଖଣ୍ଡପଡା: ଦୁଷ୍ମନ୍ତ ସ୍ୱାଇଁ - ବିଜେପି
ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର - ବିଜେପି
ହିନ୍ଦୋଳ: ମହେଶ ସାହୁ - ବିଜେଡ଼ି
କାମାକ୍ଷାନଗର: ପ୍ରଫୁଲ ମଲ୍ଲିକ - ବିଜେଡ଼ି
ପରଜଙ୍ଗ : ବିଭୁତି ପ୍ରଧାନ - ବିଜେପି
ପାଳଲହଡା: ଅଶୋକ ମହାନ୍ତି-ବିଜେପି
ତାଳଚେର : ବ୍ରଜ ପ୍ରଧାନ - ବିଜେଡ଼ି
ଅନୁଗୁଳ : ପ୍ରତାପ ପ୍ରଧାନ - ବିଜେପି
ପୁରୀ : ଜୟନ୍ତ ଷଡଙ୍ଗୀ - ବିଜେପି
ବ୍ରହ୍ମଗିରି : ଉପାସନା ମହାପାତ୍ର - ବିଜେପି
ସତ୍ୟବାଦୀ : ସଞ୍ଜୟ ଦାସବର୍ମା - ବିଜେଡ଼ି
ପିପିଲି : ରୁଦ୍ର ମହାରଥି - ବିଜେଡ଼ି
ଚିଲିକା : ପୃଥ୍ୱୀରାଜ ହରିଚନ୍ଦନ- ବିଜେପି
ନିମାପଡ଼ା : ପ୍ରଭାତୀ ପରିଡ଼ା-ବିଜେପି
କାକଟପୁର : ତୁଷାରକାନ୍ତି ବେହେରା-ବିଜେଡ଼ି
ନିଆଳୀ : ପ୍ରମୋଦ ମଲ୍ଲିକ-ବିଜେଡ଼ି
ପାରାଦୀପ : ସମ୍ପଦ ସ୍ୱାଇଁ-ବିଜେପି
ତିର୍ତ୍ତୋଲ : ହିମାଂଶୁ ମଲ୍ଲିକ - କଂଗ୍ରେସ
ବାଲିକୁଦା : ସାରଦା ଜେନା - ବିଜେଡ଼ି
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି - ବିଜେଡ଼ି
ସାଲେପୁର : ପ୍ରଶାନ୍ତ ବେହେରା - ବିଜେଡ଼ି
ମାହାଙ୍ଗା : ଅଙ୍କିତ ପ୍ରତାପ ଜେନା-ବିଜେଡ଼ି
ପାଟକୁରା : ଅରବିନ୍ଦ ମହାପାତ୍ର - ବିଜେଡ଼ି
କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା - ବିଜେଡ଼ି
ଆଳି : ପ୍ରତାପ ଦେବ - ବିଜେଡ଼ି
ରାଜନଗର : ଧ୍ରୁବ ସାହୁ - ବିଜେଡ଼ି
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ-ବିଜେଡ଼ି
ବିଞ୍ଝାରପୁର : ପ୍ରମିଳା ମଲ୍ଲିକ-ବିଜେଡ଼ି
ବରି : ବିଶ୍ୱ ମଲ୍ଲିକ-ବିଜେଡ଼ି
ବଡ଼ଚଣା : ଅମର ନାୟକ-ବିଜେପି
ଧର୍ମଶାଳା : ପ୍ରଣବ ବଳବନ୍ତରାୟ-ବିଜେଡ଼ି
ଯାଜପୁର : ସୁଜାତା ସାହୁ - ବିଜେଡ଼ି
କୋରେଇ : ସଂଧ୍ୟାରାଣୀ ଦାସ-ବିଜେଡ଼ି
ସୁକିନ୍ଦା : ପ୍ରଦୀପ ବଳ ସାମନ୍ତ-ବିଜେପି
ସୋର : ମାଧବ ଧଡ଼ା - ବିଜେଡ଼ି
ସିମୁଳିଆ : ସୁବାସିନୀ ସାହୁ-ବିଜେଡ଼ି
ଭଣ୍ଡାରୀପୋଖରୀ : ସଞ୍ଜୀବ ମଲ୍ଲିକ - ବିଜେଡ଼ି
ଭଦ୍ରକ : ପ୍ରଫୁଲ୍ଲ ସାମଲ - ବିଜେଡ଼ି
ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ - ବିଜେଡ଼ି
ଧାମନଗର : ସଂଜୟ ଦାସ
ଚାନ୍ଦବାଲି : ମନମୋହନ ସାମଲ-ବିଜେପି
ଭୋଗରାଇ : ଗୌତମବୁଦ୍ଧ ଦାସ - ବିଜେଡ଼ି
ବସ୍ତା : ସୁବାସିନୀ ଜେନା - ବିଜେଡ଼ି
ବାଲେଶ୍ୱର : ମାନସ ଦତ୍ତ - ବିଜେପି
ନୀଳଗିରି : ସନ୍ତୋଷ ଖଟୁଆ-ବିଜେଡ଼ି
ରେମୁଣା : ବିଦ୍ୟାସ୍ମିତା ମହାଳିକ - ବିଜେଡ଼ି
ବଡ଼ସାହି : ଅନୁସୂୟା ପାତ୍ର - ବିଜେଡ଼ି
ମୋରଡ଼ା : ପ୍ରୀତିନନ୍ଦା କାନୁନଗୋ - ବିଜେଡ଼ି
ବାରିପଦା : ସାନନ୍ଦ ମାରାଣ୍ଡି - ବିଜେଡ଼ି
ଉଦଳା : ଶ୍ରୀନାଥ ସୋରେନ-ବିଜେଡ଼ି
ବାଙ୍ଗିରିପୋଷୀ : ରଞ୍ଜିତା ମାରାଣ୍ଡି - ବିଜେଡ଼ି
ରାଇରଙ୍ଗପୁର : ରାଇସେନ ମୁର୍ମୁ - ବିଜେଡ଼ି
ସାରସକଣା : ଦେବାଶିଷ ମାରାଣ୍ଡି - ବିଜେଡ଼ି
ଯଶୀପୁର : ଗଣେଶରାମ ଖୁଣ୍ଟିଆ - ବିଜେପି
କରଞ୍ଜିଆ : ପଦ୍ମଚରଣ ହାଇବ୍ରୁ - ବିଜେପି
ଖୋର୍ଦ୍ଧା : ପ୍ରଶାନ୍ତ ଜଗଦ୍ଦେବ - ବିଜେପି
ବେଗୁନିଆ : ପ୍ରଦୀପ ସାହୁ - ବିଜେଡ଼ି
ଜଟଣୀ : ବିଭୂତି ବଳବନ୍ତରାୟ - ବିଜେଡ଼ି
ଏକାମ୍ର ଭୁବନେଶ୍ୱର : ବାବୁସିଂ - ବିଜେପି
ଭୁବନେଶ୍ୱର ମଧ୍ୟ : ଅନନ୍ତ ଜେନା - ବିଜେଡ଼ି
ଭୁବନେଶ୍ୱର ଉତ୍ତର : ସୁଶାନ୍ତ ରାଉତ-ବିଜେଡ଼ି
ଜୟଦେବ : ନବ ମଲ୍ଲିକ - ବିଜେଡ଼ି
ବାରବାଟୀ-କଟକ : ସୋଫିଆ ଫିର୍ଦ୍ଦୋଶ - କଂଗ୍ରେସ
କଟକ ସଦର : ଚନ୍ଦ୍ରସାରଥି ବେହେରା - ବିଜେଡ଼ି
ଚୌଦ୍ୱାର କଟକ : ସୌଭିକ ବିଶ୍ୱାଳ-ବିଜେଡ଼ି
ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ବିଜେଡ଼ି
ବାଙ୍କୀ : ଦେବୀ ରଞ୍ଜନ ତ୍ରିପାଠୀ - ବିଜେଡ଼ି
ବଡ଼ମ୍ବା : ଦେବୀ ପ୍ରସାଦ ମିଶ୍ର - ବିଜେଡ଼ି
ତେଲକୋଇ : ମାଧବ ସର୍ଦ୍ଦାର - ବିଜେଡ଼ି
ଘଷିପୁରା : ବଦ୍ରି ନାରାୟଣ ପାତ୍ର - ବିଜେଡ଼ି
ଆନନ୍ଦପୁର : ଅଭିମନ୍ୟୁ ସେଠୀ - ବିଜେଡ଼ି
କେନ୍ଦୁଝର : ମୀନା ମାଝୀ- ବିଜେଡ଼ି
ପାଟଣା : ଜଗନ୍ନାଥ ନାୟକ -ବିଜେଡ଼ି
ଚମ୍ପୁଆ : ସନାତନ ମହାକୁଡ଼-ବିଜେଡ଼ି