ଯଜେ୍ଞଶ୍ୱର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ଭାରାପ୍ରପ୍ତ ଭିସି
ପ୍ରଫେସର ଯଜେ୍ଞଶ୍ୱର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ଭାରାପ୍ରପ୍ତ ଭିସି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ୱରେ ରହିଛନ୍ତି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ଏ ନେଇ ରାଜଭବନରୁ ପ୍ରକଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି ।