ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ୍ ।ା ରାଜନଗର : ରାଜନଗର ବ୍ଲକ ବାରଗାଁର ମାଟିଆ ମଙ୍ଗଳା କ୍ଲବ ପକ୍ଷରୁ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅପୂର୍ବମିଲନ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈ÷ଠକରେ ବୋଇତ ବନ୍ଦାଣ ଉସôବ ନିମନ୍ତେ ଅତିଥି ଚୟନ ଓ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉପସଭାପତି ମହେଶ୍ୱର ବେହେରା, ସମ୍ପାଦକ ସତ୍ୟବାଦୀ ବିଶ୍ୱାଳ, କୋଷାଧ୍ୟକ୍ଷ ସ୍ମୃତିରଂଜନ ମିଶ୍ର, ସଭ୍ୟ ସୃଜନ ଦାସ, ଶୁଶୀଳ ଦାସ, ଅଭିମନୁ୍ୟ ପ୍ରଧାନ, ଉପଦେଷ୍ଟା ମାନସ ମିଶ୍ର, ରଂଜନ ରାଉଳ, ଅଭିରାମ ରାଉଳ, ଚନ୍ଦ୍ରଚନ୍ଦନ ମିଶ୍ର, ବିଚିତ୍ର ବିଶ୍ୱାଳ, ବନଜ ବରାଳ, ହେମନ୍ତ ମିଶ୍ରଙ୍କ ସହ ସମସ୍ତ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।