ମାଣବାସରେ ସମର୍ପଣ ହେବ ମାଣ୍ଡିଆ: ମୁଖ୍ୟମନ୍ତ୍ରୀ

ମାର୍ଗଶୀର ମାସ ଗୁରୁବାରରେ ଏଥର ଧାନରେ ନୁହେଁ ମାଣ୍ଡିଆରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଣବସାରେ ଲକ୍ଷ୍ମୀଙ୍କ ପାଖରେ ଅର୍ପଣ କରନ୍ତୁ ମାଣ୍ଡିଆ । ଯାହା ମାଣ୍ଡିଆକୁ ପ୍ରତ୍ସୋହନା କରିବାରେ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି । ଏଭଳି ପଦକ୍ଷେପ ପୂର୍ବ ପୁରୁଷର ନୀତି,ନିୟମକୁ ଖଣ୍ଡନ କରିବ କି? ଓଡିଆ ଘରର ଗୃହିଣୀମାନେ ଏହାକୁ ସହଜରେ ଗ୍ରହଣ କରିବେ ତ?