ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଜାନୁଆରୀରୁ ଭତ୍ତା ୩୫ ଶହ
Mohan Charan Majhi

ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁଦ୍ଧ୍ୱର୍ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ଜାନୁଆରୀ ୨୦୨୫ ମାସରୁ ଲାଗୁ କରାଯିବ ।