ଥାନାରେ ମଦ ପିଇ ଏସଆଇ ସସପେଣ୍ଡ

ଥାନାରେ ମଦ ପିଇ ଏସଆଇ ସସପେଣ୍ଡ

ନୟାଗଡ : ଇଟାଭାଟି ଥାନାର ଏଏସଆଇ ଦଣ୍ଡପାଣି ଦାସ୍ ଗିରଫ । ଏସଆଇଙ୍କୁ ନିଲମ୍ବିତ କଲେ ନୟାଗଡ ଏସପି ଏସ.ସୁଶ୍ରୀ । ଥାନାରେ ମଦ ପିଇ ପାଟିତୁଣ୍ଡ କରିଥିଲେ ଏଏସଆଇ ।