‘ନୂଆ ଓ କାର୍ଯ୍ୟକ୍ରମରେ ୨୬୧କୋଟି ଖର୍ଚ୍ଚ’

‘ନୂଆ ଓ କାର୍ଯ୍ୟକ୍ରମରେ ୨୬୧କୋଟି ଖର୍ଚ୍ଚ’

 
ନୂଆ ଓ କାର୍ଯ୍ୟକ୍ରମରେ ୨୬୧କୋଟି ଖର୍ଚ୍ଚ କରିଛନ୍ତି । ବିଧାନସଭାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଉତ୍ତର । ପୂର୍ବ ସରକାର ୨୬କୋଟି ୬୩ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ ହେବ କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ ।