ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ : ପ୍ରମିଳା ମଲ୍ଲିକ୍ 

ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ : ପ୍ରମିଳା ମଲ୍ଲିକ୍ 

ବାରମ୍ବାର ଦେବାଶିଷ ସାମନ୍ତରାୟ କାହିଁକି ଏମିତି କହୁଛନ୍ତି? ଦଳ ସଭାପତି ଠିକ୍ ପଦକ୍ଷେପ ନେଇଛନ୍ତି , ଠିକ୍ ହେବ । ଦଳ ବିରୋଧରେ ବୟାନବାଜି ଠିକ୍ ନୁହେଁ ,ଦୁର୍ଭାଗ୍ୟଜନକ । ଶୃଙ୍ଖଳା କମିଟି ଅଛି, ପଦକ୍ଷେପ ନେବ ।