ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ- ମନ୍ମଥ ରାଉତରାୟ
ବିଜେଡି ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ କରିଲେ ମନ୍ମଥ ରାଉତରାୟ । ବିଜେଡି ବିରୋଧରେ ଷଡଯନ୍ତ୍ର ହେଉଛି । ଶ୍ରୀମୟୀଙ୍କୁ ମୋହରା କରାଯାଇଛି । ଏଭଳି କହିଛନ୍ତି ମନ୍ମଥ ରାଉତରାଦ । ଏହା ମଧ୍ୟ କହିଛନ୍ତି କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବୁ୍ୟହ କରାଯାଇଛି । ନବୀନ ହସ୍ପିଟାଲରେ ଥିବା ବେଳେ କିଛି ଲୋକ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିଲେ । ନବୀନଙ୍କ ସ୍ୱାସ୍ଥ୍ୟ କେମିତି ଭଲ ନହେଉ କିଛି ଲୋକ ଚାହୁଁଥିଲେ । ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ଥର ବୈଠକ ବସିଛି । ଠିକ୍ ସମୟରେ ଆକ୍ସନ ହେବ ।
ଦେବାଶିଷ ଜଣେ ବୁଦ୍ଧିଜୀବୀ । ଯଦି କ୍ଷୋଭ ଅଛ ସଭାପତିଙ୍କ ସହ ଆଲୋଚନା କରନ୍ତୁ । କର୍ପୋରେଟର ଅଜିତଙ୍କ ମନ୍ତବ୍ୟ ଅପରିପକ୍ୱ କହିଛନ୍ତି ମନ୍ମଥ ରାଉତରାୟ ।