ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା: ୫ ଗୁରୁତର

ଅନୁଗୁଳ: ଅନୁଗୁଳରେ ଅଟୋ ଉପରେ ମାଡିଗଲା କାର୍ । ୫ ଗୁରୁତର । ସଦର ଥାନା ଖଣ୍ଡହତା ନିକଟରେ ମମର୍ନ୍ତୁଦ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ଅଟୋଟି ପାଣିକାଦୁଅରେ ପୋତି ହୋଇଯାଇଥିବା ବେଳେ କାର୍ ଟି ଅଟୋ ଉପରେ ରହିଛି । ପାଣି କାଦୁଅ ଭିତରୁ ଆହତଙ୍କୁ ଉଦ୍ଧାର କରାଯାଉଛି । ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ଭାବରେ
ଆହତ ହୋଇଛନ୍ତି ।