ରାସ୍ତା ଉପରେ ଓଲଟିଲା  ମର୍ସିଡିସ୍

ରାସ୍ତା ଉପରେ ଓଲଟିଲା  ମର୍ସିଡିସ୍

କଟକରୁ ଭୁବନେଶ୍ୱର ଯାଉଥିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ । ରାସ୍ତା ଉପରେ ଓଲଟିଲା  ମର୍ସିଡିସ୍ । ଭୁବନେଶ୍ୱର ନନ୍ଦନକାନନ ରାସ୍ତାରେ ଏହି ଦୁର୍ଘଟଣା ଘଟିଲା ।  ଦୁଇଗଡା ଦେଇ ପଲଟି ମାରିଲା କାର୍ । ଭାରସମ୍ୟ ହରାଇ ଡିଭାଇଡର ଉପରେ ଚଢିଗଲା କାର୍ । ଦୁର୍ଘଟଣାରେ ଆହତ ହୋଇ ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।