ପାର୍କିଂ ଫି : ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ 

ପାର୍କିଂ ଫି : ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ 


ମଲ୍ ପାର୍କି ଫି ନେଉଥିବା ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ।  ଏପର୍ଯ୍ୟନ୍ତ ବିଦ୍ଧିବଧ ଅଭିଯୋଗ ଆସିନି, ଆସିଲେ ତୁରନ୍ତ ତଦନ୍ତ କରାଯିବ ।  ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।