ରାଜଧାନୀ ରାସ୍ତାରେ ମଦ ପିଇ ଯୁବତୀ ମାତାଲ

ରାଜଧାନୀ ରାସ୍ତାରେ  ମଦ ପିଇ ଯୁବତୀ ମାତାଲ

ମଦ ପିଇ ଯୁବତୀ ମାତାଲ  । ନିଶାରେ ଚୁର ୩ ମାତାଲ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉତ୍ପାତ I ସ୍ଥାନୀୟ ଲୋକେ  ଅଟକାଇ  ପୁଲିସ ଜିମାରେ ଦେଲେ I ଘଟଣା ଘଟିଛି ଭୁବନେଶ୍ୱର ମେ' ଫେୟାର ହୋଟେଲ ନିକଟରେ I ବେପରୁଆ ଗାଡ଼ି ଚଳାଇବା ବେଳେ ସ୍ଥାନୀୟ ଲୋକେ ଅଟକାଇବାରୁ ପାଟିତୁଣ୍ଡ ଗଣ୍ଡଗୋଳ I ନୟାପଲ୍ଲୀ ଥାନା ପିସିଆର ପହଞ୍ଚି ଥାନାକୁ ଉଠାଇ ଆଣିଲା  । ମାମଲା ରୁଜୁ କରି, ଗାଡ଼ି ଜବତ କଲା ପୁଲିସ I ସମସ୍ତେ ମାତ୍ରାଧିକ ମଦ୍ୟପାନ କରିଥିବା ନେଇ ସୂଚନା ପାଇଛି ପୁଲିସ ।