ମହାକାଳପଡା ତହସିଲଦାର ଗିରଫ
ଗିରଫ ହେଲେ ମହାକାଳପଡା ତହସିଲଦାର । କାଲି ୨୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଥିଲେ ଭିଜିଲାନ୍ସ ହାତରେ । ରେଡ୍ ବେଳେ ୩ଟି ବହୁତଳ କୋଠା, ୭ଟି ପ୍ଲଟ୍ ଠାବ ହୋଇଥିଲା । ୧୮ଲକ୍ଷର ଜମି, ୪ଟି ଦୁଇଚକିଆ ଯାନ , ଦେଢ ଲକ୍ଷ ନଗଦ ଟଙ୍କା ମିଳିଥିଲା ।