"ଖାଲିକରୋ ପିଓକେ' : ପାକିସ୍ଥାନକୁ ଭାରତର କଡା ସମାଲୋଚନା

ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ପୁଣି ସମାଲୋଚନା । ୟୁଏନଏଚଆରସିରେ ପାକିସ୍ଥାନକୁ ଭାରତର କଡା ସମାଲୋଚନା । ଲଗାତାର ଆତଙ୍କବାଦକୁ ପାକିସ୍ତାନ ସମର୍ଥନ କରୁଛି । ଆତଙ୍କୀ ହାମଲାକୁ ଭୁଲିବନି ଭାରତ । ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ ୟୁଏନଏଚଆରସି ନିରପେକ୍ଷ ହେବା ଉଚିତ୍ । ପାକିସ୍ତାନ ୟୁଏନଏଚଆରସି ମଞ୍ଚର ଅପବ୍ୟବହାର କରୁଛି ।