ସୁପର୍ ଫୋର୍ ମ୍ୟାଚରେ କିଏ ମାରିବ ବାଜି?
ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ବାଲାଂଦେଶ । ସୁପର୍ ଫୋର୍ ମ୍ୟାଚରେ କିଏ ମାରିବ ବାଜି? ଆଜି ବିଜୟ ପାଇଁ ପ୍ରୟାସ କରିବ ବାଲାଂଦେଶ । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଇଣ୍ଡିଆର ପ୍ରଦର୍ଶନ ନଜର । ଆସନ୍ତା ୨୮ରେ ଦୁବାଇରେ ହେବ ଏସିଆ କପର ଫାଇନାଲ୍ ମ୍ୟାଚ୍ ।