ବିଷ୍ଣୁପଦଙ୍କୁ ଜାମିନ୍ ମିଳିବ କି?
କଟକ : ଆଇଏସ୍ ବିଷ୍ଣୁପଦ ସେଠୀ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ । ବିଷ୍ଣୁପଦଙ୍କ ସରକାରୀ କ୍ୱାର୍ଟରସରେ ସିବିଆଇ ରେଡ୍ କରିଥିଲା । ଏହି ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ ଶେଷ ହୋଇଛି । ରାୟ ସଂରକ୍ଷିତ ରହିଛି । ଅନ୍ତରୀଣ ନିଦେ୍ର୍ଦଶ ବଳବତ୍ତର ରଖିଛନ୍ତି ହାଇକୋର୍ଟ ।