ଭୁବନେଶ୍ୱରରୁ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱରରୁ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜଳିପାଟଣାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ଫୋନ କରିଥିଲେ। ଖବର ପାଇ ଭୁବନେଶ୍ଵର ସିଟି ଫରେଷ୍ଟ ଡିଭିଜନର କର୍ମଚାରୀମାନେ ପହଞ୍ଚିଥିଲେ। ଏହା ପରେ ବନ ବିଭାଗ କର୍ମଚାରୀମାନେ ବଜ୍ରକାପ୍ତାଟିକୁ ନେଇଯାଇଛନ୍ତି ।