ବିଜେଡି ଛାଡିଲେ ପ୍ରୟାସକାନ୍ତି 

ବିଜେଡି ଛାଡିଲେ ପ୍ରୟାସକାନ୍ତି 


ବଡ ଖବର । ବିଜେଡି ଛାଡିଲେ ପ୍ରଫୁଲଙ୍କ ପୁଅ  । ପ୍ରୟାସକାନ୍ତି ଛାଡିଲେ ବିଜେଡି । ବରିଷ୍ଠ ନେତା ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡି ଛାଡିଛନ୍ତି । ।ଭଦ୍ରକରେ ବିଜେଡିକୁ ଲାଗିଲା ଏକ ଶକ୍ତ ଝଟକା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇÿଥିବା କହିଲେ । ୨୦୦୩ରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ଏହାଛଡା ବିଜେଡିର ରାଜ୍ୟ ସମ୍ପାଦକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ମାତ୍ର ଏବେ ପ୍ରୟାସକାନ୍ତି ବିଜେଡି ଛାଡି ଦଳ ପାଇଁ ଦ୍ୱନ୍ଦ ସୃଷ୍ଟି କରିଛନ୍ତି ।