ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର , ଯୋଗେଶ କୁମାର ସିଂହ ବିଜୟୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ମହାପାତ୍ରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ତେଜେଶ୍ୱର ପରିଡ଼ାଙ୍କୁ ୧୧,୪୨୫ ଖଣ୍ଡ ଭୋଟ୍ରେ ହରାଇ ବିଜୟ ଲାଭ କରିଛନ୍ତି।
ସୁନ୍ଦରଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଯୋଗେଶ କୁମାର ସିଂହ ୧୦ହଜାର ଭୋଟରେ ବିଜୟୀ ହୋଇଛନ୍ତି।