ବିଜେଡିକୁ ଜୟନାରାୟଣଙ୍କ ସୁପର ଲିଡର ନିଶାନା : ଜୟନାରାୟଣ ମିଶ୍ର 

ବିଜେଡିକୁ ଜୟନାରାୟଣଙ୍କ ସୁପର ଲିଡର ନିଶାନା : ଜୟନାରାୟଣ ମିଶ୍ର 


ବିଧାନସଭା ଅଚଳାବସ୍ଥାକୁ ନେଇ ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ନିଶାନା । ତାଙ୍କର ସୁପର ଲିଡର୍ ଯିଏ ଅଛନ୍ତି ସେ କହିଛନ୍ତି ବିଧାନସଭା ଚଳାଇ ଦେବାନି । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ , ତେଣୁ ଏପରି କରୁଛନ୍ତି । ତାଙ୍କର ଯଦି ଆନ୍ତରିକ ଇଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତି । ବିଜେଡିର ବରିଷ୍ଠ ନେତା ମଧ୍ୟ କହୁଛନ୍ତି ନିଦେ୍ର୍ଦଶ ପାଇ ଗୃହ ବନ୍ଦ କରୁଛୁ । ଗୃହରେ ଚୁପ୍ ରହୁଛନ୍ତି ।ମୁଲତବିରେ ଆଲୋଚନା କି ଶୂନ୍ୟକାଳରେ କରିବେ କରିବେ ଅସ୍ପଷ୍ଟ ।  ଉଦେ୍ଦଶ୍ୟମୂଳକ ଭାବେ ବିଜେଡି ବିଧାନସଭାକୁ ବନ୍ଦ କରୁଛି । ସେକେଣ୍ଡ ପଜିସନ୍ ପାଇଁ ଏହି ପ୍ରତିଯୋଗୀତା ଚାଲିଛି । କିଏ ସିଲଭର, କିଏ ବ୍ରୋଞ୍ଜ ପାଇବେ ଆମର ସେଥିରେ କିଛି ନାହିଁ । ବିଜେଡିକୁ ଜୟନାରାୟଣଙ୍କ ସୁପର ଲିଡର ନିଶାନା : ଜୟନାରାୟଣ ମିଶ୍ର 
ବିଧାନସଭା ଅଚଳାବସ୍ଥାକୁ ନେଇ ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ନିଶାନା ।
ତାଙ୍କର ସୁପର ଲିଡର୍ ଯିଏ ଅଛନ୍ତି ସେ କହିଛନ୍ତି ବିଧାନସଭା ଚଳାଇ ଦେବାନି । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ , ତେଣୁ ଏପରି କରୁଛନ୍ତି । ତାଙ୍କର ଯଦି ଆନ୍ତରିକ ଇଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତି । ବିଜେଡିର ବରିଷ୍ଠ ନେତା ମଧ୍ୟ କହୁଛନ୍ତି ନିଦେ୍ର୍ଦଶ ପାଇ ଗୃହ ବନ୍ଦ କରୁଛୁ । ଗୃହରେ ଚୁପ୍ ରହୁଛନ୍ତି ।ମୁଲତବିରେ ଆଲୋଚନା କି ଶୂନ୍ୟକାଳରେ କରିବେ କରିବେ ଅସ୍ପଷ୍ଟ ।  ଉଦେ୍ଦଶ୍ୟମୂଳକ ଭାବେ ବିଜେଡି ବିଧାନସଭାକୁ ବନ୍ଦ କରୁଛି । ସେକେଣ୍ଡ ପଜିସନ୍ ପାଇଁ ଏହି ପ୍ରତିଯୋଗୀତା ଚାଲିଛି । କିଏ ସିଲଭର, କିଏ ବ୍ରୋଞ୍ଜ ପାଇବେ ଆମର ସେଥିରେ କିଛି ନାହିଁ ।