ବିଜେପି ଜିଲ୍ଲା ସଭାପତି ନାଁ ଘୋଷଣା
ବିଭିନ୍ନ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି ।
କଟକ - ସୁକାନ୍ତ ବିଶ୍ୱାଳ
ଗଂଜାମ - ସରୋଜ ସାବତ
ବଲାଙ୍ଗୀର - ଶ୍ରୀବତ୍ସ ବେହେରା
ଢେଙ୍କାନାଳ - ରାସବିହାରୀ ବେହେରା
କେନ୍ଦ୍ରାପଡା- ଶଶାଙ୍କ ଶେଖର
ପୁରୀ- ଡା. ଦେବେନ୍ଦ୍ର ତରାଇ