ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ୱର : ବିଜେପିରେ ଯୋଗ ଦେଲେ ମମତା ମହାନ୍ତ। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍‌ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।