ଶାଶ୍ୱତ ମିଶ୍ର ହେଲେ ସିଏମଙ୍କ ପ୍ରମୁଖ ସଚିବ

ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ହେଲେ ପ୍ରମୁଖ ସଚିବ । ବରିଷ୍ଠ ଆଇଏସ୍ ଶାଶ୍ୱତ ମିଶ୍ର ହେଲେ ସିଏମଙ୍କ ପ୍ରମୁଖ ସଚିବ । ଇଡକୋ ଅଧ୍ୟକ୍ଷଚ ମଧ୍ୟ ଅଛନ୍ତି ଶାଶ୍ୱତ । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଅର୍ଥ ବିଭାଗର ପ୍ରମୁଖ ସଚିବ ବି ଅଛନ୍ତି ଶାଶ୍ୱତ ମିଶ୍ର ।