ଜୟପୁର ସିଟିଜେନ କମିଟି ବୈଠକ

 ଜୟପୁର :  ଜୟପୁର ସିଟିଜେନ କମିଟି ତାହାର ନିଜସ୍ୱ ଗୃହରେ ପରିଷଦର ନିର୍ବାଚନ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିନୋଦିନୀ ସନ୍ତ୍ରାପାତ୍ର ସଭାପତି, ସମ୍ପାଦକ ଜି ଭି ରେଡ୍ଡୀ, ଉପ ସଭାପତି ମଦନ ମୋହନ ନାୟକ, ଦେବେନ୍ଦ୍ର ବାହିନୀପତି, ଭବାନୀ ଶଙ୍କର ଆଚାର୍ଯ୍ୟ, ସହ ସମ୍ପାଦକ ହରିହର  କରସୁଧା ପଟ୍ଟନାୟକ, ନୀଳାଚଳ ପ୍ରଧାନ, ଶ୍ରୀମତୀ ଜାନକୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନାରାୟଣ ନନ୍ଦ, ସଙ୍ଗଠନ ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସତ୍ୟବାନ୍ ପଣ୍ଡା,ପରମେଶ୍ୱର ପାତ୍ର, ରନôାକର ଚୌଧୁରୀ, ଇଂ କେଦାର ନାଥ ବେହେରା, ନରସିଂହ ପାଣିଗ୍ରାହୀ, ଗୀତ ପ୍ରକାଶ ଚନ୍ଦ୍ର ମିଶ୍ର, ନରସିଂହ ଚୌଧୁରୀ ସାନ, ଯାଦବ ସୁବୁଦ୍ଧି, ରାମ ନାୟକ, ଭୀମ ସେନ ଅଗ୍ରବାଲ, ଜିଭି ରାଓ, ପି ମହେଶ୍ୱର ରାଓ ନିର୍ବାଚିତ ହୋଇଥିଲେ । ନିର୍ବାଚନ ପରିଚାଳନା ଡ. ସୁରେଶ ଦାସ କରିଥିଲେ ।