କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳୀ ଦିବସ 

ଏଫଏମ୍ କଲେଜ ମୃତ ଛାତ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳୀ ଦିବସ ରୂପେ ପାଳିବ କଂଗ୍ରେସ । କଂଗ୍ରେସ, ବାମଦଳ ସହ ୮ଟି ଦଳ  
ପାଳିବ ଏହି ଦିବସ । ପିସିସି ସଭାପତି ଏଭଳି କହିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନରେ ୨ମିନିଟ୍ ନୀରବ ପ୍ରାର୍ଥନା ପାଇଁ ମଧ୍ୟ ଅପିଳ୍ କରିଛନ୍ତି ।