୫ଡାକ୍ତରୀ ଛାତ୍ରଙ୍କ ଜୀବନ ଦୁର୍ଘଟଣା ନେଲା: ୨ଗୁରୁତର
ଦୁର୍ଘଟଣା ନେଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ । ଏଭଳି ଦୁର୍ଘଟଣା ଘଟିଛି କେରଳରେ । ସୁଚନା ଅନୁଯାୟୀ କାଲାରକୋଡରେ କାର ଓ ବସ ମଧ୍ୟରେ ଦୁର୍ଘଟଣା ହୋଇଛି ,ସେହି ଦୁର୍ଘଟଣା ପରେ ସେଥିରେ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେହି କାରରେ ୭ଜଣ ଥିବା ବେଳେ ସେହିମଧ୍ୟରୁ ଚିକିତ୍ସା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୨ଗୁରୁତରଙ୍କ ମେଡିକାଲରେ ଚାଲିଛି ଚିକିତ୍ସା । କିନ୍ତୁ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି