ସୀମାରେ ବିସ୍ଫୋରଣ : ଆଡିଶନାଲ ଏସପି ସହିଦ୍

ମାଲକାନଗିରି: ସୀମାରେ ବିସ୍ଫୋରଣ। ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋୌଇ ହସ୍ପିଟାଲରେ ଭର୍ତ୍ତି। ମାଲକାନଗିରି ସୀମାରେ IED ବିସ୍ଫୋରଣ। ବିସ୍ଫୋରଣରେ ଆଡିଶନାଲ ଏସପି ସହିଦ୍। ବିସ୍ଫୋରଣରେ କୋଣ୍ଟା ଥାନା ଅଧିକାରୀ ଗୁରୁତର। ସୁକମା ଜିଲ୍ଲା କୋଣ୍ଟା-ଏରାବୋର ରାସ୍ତାରେ ବିସ୍ଫୋରଣ। ପାଦଚଲା ରାସ୍ତା ଦେଇ କମ୍ୱିଂ ଅପରେସନରେ ବାହାରିଥିଲେ। ହେଲେ ଆଇଇଡି ବିସ୍ଫୋରଣରେ ସୁକୁମା ASP ସହିଦ୍ ହୋଇଗଲେ। ASP ଆକାଶ ରାଓ ଗିରପୁଞ୍ଜେ ସହିଦ୍। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।