ପାଣିରେ ବୁଡି ଡାକ୍ତରୀ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର : ପାଣିରେ ବୁଡି ବୁର୍ଲା ମେଡିକାଲ କଲେଜର ୨ ଛାତ୍ରଛାତ୍ରୀ ମୃତ । ଯୁଯୁମରା ସ୍ଥିତ ଦେବଝର ଜଳପ୍ରପାତକୁ ବୁଡିଯିବାରୁ ଏଭଳି ଅଘଟଣ ଘଟିଛି । ବୁର୍ଲା ମେଡିକାଲର ୬ଜଣ ଛାତ୍ରଛାତ୍ରୀ ବୁଲିଯାଇଥିବାବେଳେ କୌଣସି କାରଣବଶତଃ ଜଣ ଛାତ୍ର ଓ ଛାତ୍ରୀ ପାଣିରେ ବୁଡି ଯାଇ ମୃତୁ୍ୟ ଘଟିଛି  । ଘଟଣାସ୍ଥଳ ଅଭିମୁଖେ ବୁର୍ଲା ମେଡିକାଲ ଅଧୀକ୍ଷକ ଓ ଧୀନ୍ ।