ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ମୃତ

ହୋମାଗାର୍ଡ ପାରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଖୋର୍ଦ୍ଧା ତରତୁଆ ରିଜର୍ଭ ପଡ଼ିଆରେ ଶରୀରିକ ପରୀକ୍ଷା ବେବେଳ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ । ଦୌଡ଼ୁଥିବାବେଳେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ପରୀକ୍ଷାର୍ଥୀ । ଅଚେତ ଅବସ୍ଥାରେ ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।