ଦୁର୍ଘଟଣାରେ ଛାତ୍ର ମୃତ
ସୁବର୍ଣ୍ଣପୁରରେ ସରସ୍ବତୀ ପୂଜାରେ ଅଘଟଣ। ବିଦ୍ୟାଳୟକୁ ପୂଜା କରିବାକୁ ଗଲାବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ ବିଦ୍ୟୁତ୍ ଖମ୍ବରେ ବାଇକ୍ ପିଟି ହୋଇ ଘଟିଛି ଦୁର୍ଘଟଣା , ମୃତକ ଛାତ୍ର ହେଲେ ଚୌକା ଗାଁର କ୍ରିସ୍ ମହାକୁର। ଆଉ ଜଣେ ଛାତ୍ର ଗୁରୁତର ଅଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।